ବିଅଁ Biañ
- ଦେ. ବି — ମୁନ୍ଦୁରା ବା ହେଁସ ବୁଣିବା ପାଇଁ ବ୍ୟବହୃତ ବାଣି— ଦଉଡ଼ିକୁ ଯଥାସ୍ଥାନରେ ରଖିବା ନିମନ୍ତେ ଘରାଯୁକ୍ତ ଦଣ୍ଡ — The long pole graduated to regulate the strings while weaving a mat
- ଦେ. ବି — କଟିଠାରୁ ବେକମୁଣ୍ଡା ପର୍ଯ୍ୟନ୍ତ ଥିବା ଅସ୍ଥି; ବେଏଁ ଶିରା ହାଡ଼ — Backbone
- ଦେ. ବି — ବିଅଁ ମାଉଁସକୁ ବ୍ରାହ୍ମଣ ଯେବେ ଖାଏ ନରକେ ଶତ ଜନ୍ମ ଯାଏ ପଡ଼ିଥାଏ—କୃଷ୍ଣସିଂହ. ମହାଭାରତ. ଶାନ୍ତି।