ବିଆଜ Biāja
- ଦେ. ବି. (ସଂ. ବ୍ୟାଜ) — ବ୍ୟାଜ; ଛଳା; କପଟ — Excuse
- ଦେ. ବି. (ସଂ. ବ୍ୟାଜ) — ଋଣ ଲାଗିବା ଟଙ୍କାର ସୁଧ — Interest on money invested on loan
- ଦେ. ବି. (ସଂ. ବ୍ୟାଜ) — ହିନ୍ଦୁ ନ ଖାଆନ୍ତି ପିଆଜ, ପଠାଣ ନ ଖାଆନ୍ତି ବିଆଜ—ଢଗ।
- ଦେ. ବି. (ସଂ. ବ୍ୟାଜ) — [ଦ୍ର—ମୁସଲମାନଙ୍କ ଶାସ୍ତ୍ରରେ ଟଙ୍କା ସୁଦରେ ଖଟାଇବା ନିଷିଦ୍ଧ।]