ବି ଟାଇମ୍ ପୀସ୍ Bi ṭāim Pīs

  • ବୈଦେ. ବି. (ଇଂ) — ଟେବଲ ଉପରେ ରଖା ଯିବା କ୍ଷୁଦ୍ରଘଣ୍ଟା — The Bee time-piece
  • ବୈଦେ. ବି. (ଇଂ) — [ଦ୍ର— ଏହା ଆମେରିକାରେ ନିର୍ମିତ। ଏଥିର ଟ୍ରେଡ଼୍ ମାକ — (Trade mark bee)ମହୁମାଛି)]