ବାୟୁ ବର୍ତ୍ମ Bāyu bartma
- ସଂ. ବି—(ବହୁବ୍ରୀହି; 6 ଷ୍ଠୀ ତତ୍ ବାୟୁ+ବର୍ତ୍ମନ; 1 ମା 1 ବ.) — ଶୂନ୍ଯ — 1. The sky
- ସଂ. ବି—(ବହୁବ୍ରୀହି; 6 ଷ୍ଠୀ ତତ୍ ବାୟୁ+ବର୍ତ୍ମନ; 1 ମା 1 ବ.) — ଆକାଶ ମାର୍ଗ; ପଥରୂପେ ବ୍ୟବହୃତ ଆକାଶ — Airway; passage through the sky
- ସଂ. ବି—(ବହୁବ୍ରୀହି; 6 ଷ୍ଠୀ ତତ୍ ବାୟୁ+ବର୍ତ୍ମନ; 1 ମା 1 ବ.) — ପବନ ଯିବା ଆସିବାର ବାଟ — 4. Passage for circulation of wind or ventilation