ବାୟୁ ଗୁଳ୍ମ Bāyu gaḻma

  • ସଂ. ବି. ( 6 ଷ୍ଠୀ ତତ୍) — ଝଡ଼; ତୋଫାନ — Hurricane; storm (Apte)
  • ସଂ. ବି. ( 6 ଷ୍ଠୀ ତତ୍) — ଜଳଭ୍ରମୀ; ମଳମଳି — Whirlpool (Apte)
  • ସଂ. ବି. ( 6 ଷ୍ଠୀ ତତ୍) — ପେଟର ଏକ ରୋଗ — A kind of disease in the belly
  • ସଂ. ବି. ( 6 ଷ୍ଠୀ ତତ୍) — [ଦ୍ର—ଏ ରୋଗରେ ପେଟ ମଧ୍ୟରେ ବାୟୁ ଗୋଟିଏ ଗୁଳା ପରି ଜଣାଯାଏ ଓ ତାହା କମିଯାଏ ଓ ବଢ଼େ। ଏଥିରେ ମଳ ମୂତ୍ରର ଅବରୋଧ ହୁଏ, ଗଳା ଶୁଖି ଯାଏ, ହୃଦୟ, ପାର୍ଶ୍ୱ ଓ ପଞ୍ଚରା ଦରଜ ହୁଏ। ପେଟ ଖାଲି ଥିବା ବେଳେ ଏ ରୋଗର ପ୍ରକୋପ ବେଶି ହୁଏ—ହି.ଶ]