ବାୟୁ କୋଷ Bāyu kosha

  • ସଂ. ବି — ଅନ୍ତ କୋଷ; ବାୟୁ ଜନିତ କୋଷବୃଦ୍ଧି — Hernia
  • ସଂ. ବି — ଶରୀରସ୍ଥ ବାୟୁ ରହିବାର ମୁଣି; ଫୁସ୍ଫୁସ୍ — Air-bladder; lungs