ବାୟାଁବିଲୁଆ Bā-yāñ biluā

  • ଦେ. ବି—(ସଂ. ବାମ ଓ ବିଳବାସୀ) — କୌଣସି ଉଦ୍ଦେଶ୍ୟ ସାଧନ ନିମନ୍ତେ ଅନୁକୂଳ କରି ଯାତ୍ରା କରୁଥିବା ସମୟରେ ଯାତ୍ରାକାରୀର ବାମ ପାଖରେ ଦେଖାଯିବା ବିଲୁଆ — A jackal seen on the left side of a person while starting on a journey (regarded as a good omen)
  • ଦେ. ବି—(ସଂ. ବାମ ଓ ବିଳବାସୀ) — [ଦ୍ର—ଲୋକବିଶ୍ୱାସ ଅନୁସାରେ ଏହା ମଙ୍ଗଳସୂଚକ। ଡାହାଣ ପାଖରେ ଯାଉଥିବା ବିଲୁଆ ପଥିକ ଆଡ଼କୁ ମୁହଁ ଫେରାଇ ଦୃଷ୍ଟି ପକାଇଲେ ତାହା ମଧ୍ୟ ଶୁଭସୂଚକ। ସେ ସମ୍ବନ୍ଧରେ ଖନାବଚନ ଅଛି—ବାୟାଁଠଉଁ ଡାୟାଁ ଭଲ, ଯେବେ ଫେରି ଚାହେଁ।]