ବାଡ଼ିତିଆଡ଼ି Bāṟḍ̠i tiāṟḍ̠i

  • ଦେ. ବି — ଘରର ଚାରିପାଖରେ କାଠ ବା ବାଉଁଶର ବାଡ଼ ଦେଇ ତହିଁ ଉପରେ ମାଟି ଛାଟି କାନ୍ଥ ତିଆରି କରା ଯିବା ରୀତି — Mode of rai- sing the walls of a house by setting up a hedge of bamboo or wood and plastering it with mud; mud and wattle wall
  • ଦେ. ବି — [ଦ୍ର—ଚାଳ ଘରର କାନ୍ଥ ସାଧାରଣତଃ 3 ପ୍ରକାର ତିଆରି ହୁଏ; 1 ଦଲମ ବା ନଦଉ; ଯେଉଁ କାନ୍ଥ କେବଳ କାଦୁଅ ଦୁଆ ଦୁଆ ଦିଆ ଯାଇ ତିଆରି ହୁଏ। 2 ବାଡ଼ିତିଆଡ଼ି କାଠ ବାଉଁଶ ବାଡ଼ି (ଯଷ୍ଟି) ମାନ ପୋତା ଯାଇ ତହିଁ ଉପରେ କାଦୁଅ ଛାଟି ଯେଉଁ କାନ୍ଥ ତିଆରି ହୁଏ ଓ 3 ଝାଟି ମାଟି—ସରୁ ସରୁ କଣି ଓ ବୃକ୍ଷାଦିର ଝାଟି (ସରୁ ଶୁଖିଲା ପତ୍ରହୀନ ଅଗ ଶାଖା) ପୋତି ତା ଉପରେ କାଦୁଅ ଛାଟି ଯେଉଁ କାନ୍ଥ କରାଯାଏ।] — [ଦ୍ର—ଚାଳ ଘରର କାନ୍ଥ ସାଧାରଣତଃ3ପ୍ରକାର ତିଆରି ହୁଏ;1ଦଲମ ବା ନଦଉ; ଯେଉଁ କାନ୍ଥ କେବଳ କାଦୁଅ ଦୁଆ ଦୁଆ ଦିଆ ଯାଇ ତିଆରି ହୁଏ2ବାଡ଼ିତିଆଡ଼ି କାଠ ବାଉଁଶ ବାଡ଼ି (ଯଷ୍ଟି) ମାନ ପୋତା ଯାଇ ତହିଁ ଉପରେ କାଦୁଅ ଛାଟି ଯେଉଁ କାନ୍ଥ ତିଆରି ହୁଏ ଓ3ଝାଟି ମାଟି—ସରୁ ସରୁ କଣି ଓ ବୃକ୍ଷାଦିର ଝାଟି (ସରୁ ଶୁଖିଲା ପତ୍ରହୀନ ଅଗ ଶାଖା) ପୋତି ତା ଉପରେ କାଦୁଅ ଛାଟି ଯେଉଁ କାନ୍ଥ କରାଯାଏ]