ବାଡ଼ିଆ Bāṟḍ̠iā
- ଦେ. ବି—(ସଂ. ବଦ ଧାତୁ ଣିଚ ବାଦି ଧାତୁ; ବାଦନ) — ଯଷ୍ଟିଦ୍ୱାରା ପ୍ରହାର ବା ମାଡ଼ — Stroke with a stick
- ଦେ. ବି—(ସଂ. ବଦ ଧାତୁ ଣିଚ ବାଦି ଧାତୁ; ବାଦନ) — ଯଷ୍ଟିଦ୍ୱାରା ପ୍ରହାର କରିବା କର୍ମ — Beating; cudgelling
- ଦେ. ବି—(ସଂ. ବଦ ଧାତୁ ଣିଚ ବାଦି ଧାତୁ; ବାଦନ) — (ଯଥା—ଗୋଗଛ ବାଡ଼ିଆ)
- ଦେ. ବି—(ସଂ. ବଦ ଧାତୁ ଣିଚ ବାଦି ଧାତୁ; ବାଦନ) — (ଲକ୍ଷଣାର୍ଥ) ମୈଥୁନ — Cohabitation; coition
- ଦେ. ବି—(ସଂ. ବଦ ଧାତୁ ଣିଚ ବାଦି ଧାତୁ; ବାଦନ) — ଭୂମିରେ (ମୁଣ୍ଡ) ପିଟିବା — Striking (of the head) on the ground
- ଦେ. ବି—(ସଂ. ବଦ ଧାତୁ ଣିଚ ବାଦି ଧାତୁ; ବାଦନ) — (ସଂ. ବାଟିକା) ବଗିଚା ଜଗିବାବାଲା; ମାଳୀ — Gardener; a person in charge of a garden
- ଦେ. ବିଣ. — ପ୍ରହାରିତ — Struck
- ଦେ. ବିଣ. — ଯେଉଁ ବ୍ୟକ୍ତି ଖୁବ୍ ପ୍ରହାର ଖାଏ ବା ସହେ — Habituated to constant beatings
- ଦେ. ବିଣ. — ଯେ ଅନ୍ୟକୁ ଖୁବ୍ ପ୍ରହାର ଦେବାରେ ଅଭ୍ୟସ୍ତ; ପ୍ରହାରକାରୀ — Habituated to beating others
- ଦେ. ବିଣ. — (ଯଥା—କୁକୁର ବାଡ଼ିଆ ମେହେନ୍ତର।)
- ପ୍ରାଦେ. (ବାଲେଶ୍ୱର) ବି — ବାଡ଼ୁଆ (ଦେଖ) — Bāṟḍ̠uā (See)