ବାଡ଼ି ମାରିବା Bāṟḍ̠i māibā
- ଦେ. କ୍ରି — ଅନ୍ଧାର ରାତିରେ ବାଟ ନ ଦିଶିଲେ କିମ୍ବା ପାଣିର ଗଭୀରତା ଜଣା ନ ଥିଲେ ଅଗ୍ରସର ହେବା ପୂର୍ବରୁ ଆଗର ସ୍ଥାନ ଖାଲ କି ଢିପ ଏହା ଜାଣିବା ପାଇଁ ଆପଣା ହାତରେ ଥିବା ଯଷ୍ଟିଦ୍ୱାରା ସେ ସ୍ଥାନକୁ ବାରିବା — To feel a place by means of a stick held by the hand before stepping further (in water or in a dark place or road)