ବାଡ଼ିଆ ବାଡ଼ି Bāṟḍ̠iā bāṟḍ̠i
- ଦେ. ବି — ନିର୍ଦ୍ଧୂମ ପ୍ରହାର — Much beating
- ଦେ. ବି — ଅନ୍ୟୋଽନ୍ୟରେ ଯଷ୍ଟ୍ୟାଘାତ — Striking each other with sticks
- ଦେ. ବିଣ — ପରସ୍ପର ପ୍ରହୃତ — Severely struck by one another; mutually beaten
- ଦେ. ବିଣ — ବାଡ଼ିଆବାଡ଼େଈ ହୋଇ ମରନ୍ତି ପାମରେ—ରାଧାନାଥ ମହାଯାତ୍ରା।