ବାଡ଼ି ବାଇଗଣ Bāṟḍ̠i bāigaṇa
- ଦେ. ବି — ଯେଉଁ ବାଇଗଣ ଗୃହ ନିକଟସ୍ଥ ବାଡ଼ିରେ ଫଳେ — Brinjals growing on the garden attached to a house
- ଦେ. ବି — [ଦ୍ର—ନାନା ରକମର ବାଇଗଣ ଅଛି। 'ବାଇଗଣ' ତଳେ ନୋଟ୍ ଦେଖ।]
- ଦେ. ବି — (ବିପରୀତ—ପୋଥି ବାଇଗଣ) ଯେଉଁ ବାଇଗଣ ଆପଣା ବାଡ଼ିରେ ଫଳେ; ଆପଣା ବାଡ଼ିରେ ହେବା ବାଇଗଣ ଫଳ — Brinjals grown on one's own garden