ବାହ୍ୟାୟାମ Bāhyāyāma

  • ସଂ. ବି — ବାୟୁରୋଗ ବିଶେଷ, ଯହିଁରେ ପିଠିର ଶିରା ଖେଞ୍ଚି ହୁଏ ଓ ଦେହ ପିଠି ଆଡ଼କୁ ଝୁଙ୍କେ; ଧନୁ— ସ୍ତମ୍ଭ ରୋଗ — A kind of tetanus