ବାହ୍ୟାନ୍ତେ Bāhyānte

  • ଦେ. ଅ. (ସଂ. ବହିଃ+ ଅନ୍ତର୍) — ବାହାରେ ଓ ଭିତରେ — Externally and internally
  • ଦେ. ଅ. (ସଂ. ବହିଃ+ ଅନ୍ତର୍) — ସପତ ଛନ୍ଦ ଧାତୁ ଯେତେ ଦେହରେ ବସେ ଯା ବାହ୍ୟାନ୍ତେ। ଜଗନ୍ନାଥ. ଭାଗବତ।