ବାହ୍ୟବିଦ୍ରଧି Bāhyabidradhi

  • ସଂ. ବି — ଏକ ପ୍ରକାର ବ୍ରଣ ରୋଗ, ଯହିଁରେ ଶରୀରର ସ୍ଥାନ ବିଶେଷରେ ଫୁଲା ଓ ପୀଡ଼ା ହୁଏ ଓ ରୋଗୀର ମୁହଁ ବାଟେ ବା ଗୁହ୍ୟ ଦ୍ୱାର ବାଟେ ପୂଜ ବାହାରେ — A kind of dangerous internal boil