ବାହୁସ୍ଫୋଟ Bāhu sphoṭa

  • ସଂ. ବି—( 6 ଷ୍ଠୀ ତତ୍; ବାହୁ+ସ୍ଫୋଟ) — ମଲ୍ଲ ବା ଯୋଦ୍ଧାମାନଙ୍କର ବାହୁରେ କରତଳାଘାତ ଜନିତ ଶବ୍ଦ; ବାହୁଦ୍ୱୟକୁ ଚାପୁଡ଼େଇବା — Striking of one arm with the other hollowed palm producing a loud sound