ବାହୁଟିଆ Bāhuṭiā

  • ଦେ. ବି. (ସଂ. ବାତାୟୁ; ବାତାଟ; ବାତମୃଗ) — ମୃଗ ବିଶେଷ; କୃଷ୍ଣସାର; କଳା ବାହୁଟିଆ — The black buck
  • ଦେ. ବି. (ସଂ. ବାତାୟୁ; ବାତାଟ; ବାତମୃଗ) — [ଦ୍ର—ଏମାନଙ୍କ ଶୃଙ୍ଗ ଶାଖାହୀନ ଓ ମୋଡ଼ା ମୋଡ଼ା]