ବାହିନୀ Bāhinī
- ସଂ. ବି. (ସଂ. ବାହ=ସମ୍ମିଳିତ ସୈନ୍ୟ+ଇନ୍+ସ୍ତ୍ରୀ. ଈ) — 1/81 ହସ୍ତୀ, 81 ରଥ, 243 ଅଶ୍ୱ ଓ 405 ପଦାତି ସମ୍ବଳିତ ସେନା — 1/81ହସ୍ତୀ,81ରଥ,243ଅଶ୍ୱ ଓ405ପଦାତି ସମ୍ବଳିତ ସେନା—1. A body of troops consisting of 81 elephant, 81 cars, 243 cavalry, and 405 infantry
- ସଂ. ବି. (ସଂ. ବାହ=ସମ୍ମିଳିତ ସୈନ୍ୟ+ଇନ୍+ସ୍ତ୍ରୀ. ଈ) — [ଦ୍ର— 3 ଗଣରେ ଏକ ବାହିନୀ ହୁଏ।] — [ଦ୍ର—3ଗଣରେ ଏକ ବାହିନୀ ହୁଏ]
- ସଂ. ବି. (ସଂ. ବାହ=ସମ୍ମିଳିତ ସୈନ୍ୟ+ଇନ୍+ସ୍ତ୍ରୀ. ଈ) — ମୂଳ ସୈନ୍ୟର ଏକ ଦଳ — A batallion of troops
- ସଂ. ବି. (ସଂ. ବାହ=ସମ୍ମିଳିତ ସୈନ୍ୟ+ଇନ୍+ସ୍ତ୍ରୀ. ଈ) — ମୂଳ ସୈନ୍ୟର ସମ୍ମୁଖ — 4. The front or face of an army
- ସଂ. ବି. (ସଂ. ବାହ=ସମ୍ମିଳିତ ସୈନ୍ୟ+ଇନ୍+ସ୍ତ୍ରୀ. ଈ) — (ବହ୍ ଧାତୁ+କର୍ତ୍ତୃ. ଇନ୍+ଈ) ନଦୀ — 3. River
- ବିଣ. ସ୍ତ୍ରୀ. (ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ) — ଯାହା ବୋହି ଯାଉଥାଏ — Flowing
- ବିଣ. ସ୍ତ୍ରୀ. (ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ) — (ଯଥା—ପୂର୍ବବାହିନୀ, ବେଗବାହିନୀ, ସ୍ୱର୍ଗବାହିନୀ।)