ବାହିଆ ମୁକୁଳାଇବା Bāhiā mukuḻāibā
- ଦେ. କ୍ରି — ଜଣେ କଟାଳିର କାଟିଥିବା ଓ ବାହିଆ କରାଯାଇଥିବା ସମସ୍ତ ହଳା— ମାନଙ୍କୁ ଗଣତି କରି ଉକ୍ତ କଟାଳିର ପାରିଶ୍ରମିକ ହଳା ତାକୁ ଦେବା — To open up a heap of sheaves reaped by a reaper and give the reaper a portion out of them as his or her wages, at a fixed customary rate