ବାହିନୀ ପତି Bāhinī pati

  • ସଂ. ବି ( 6 ଷ୍ଠୀ ତତ୍; ବାହିନୀ+ପତି) — ସେନାପତି — General; commander
  • ସଂ. ବି ( 6 ଷ୍ଠୀ ତତ୍; ବାହିନୀ+ପତି) — ସରିତ୍ପତି; ସମୁଦ୍ର — The ocean (metaphorically; the husband of all the rivers)
  • ଦେ. ବି — ରାଜଦତ୍ତ ଉପାଧିବିଶେଷ — An honorary title
  • ପ୍ରାଦେ. (ଯାଜପୁର) ବି — ଯାଜପୁରର କୁଳୀନ ବ୍ରାହ୍ମଣ ବଂଶବିଶେଷ — A highly respectable family of Brāhmaṇas in the Jajpur subdivision of the Cuttack district