ବାହିଆ Bāhiā

  • ଦେ. ବି (ସଂ. ବହ୍ ଧାତୁ) — ଧାନ ହଳକୁ ଉପର୍ଯ୍ୟୁପରି ଏକଦିଗକୁ ଅଗ କରି ରଖିବା ଗଦା — A heap of paddy sheaves, one sheaf deep
  • ଦେ. ବି (ସଂ. ବହ୍ ଧାତୁ) — (ସଂ. ବାହୁ) ବୃକ୍ଷର ବଡ଼ ଶାଖା — Big branch of a tree