ବାହି ବଳା Bāhi baḻā

  • ପ୍ରାଦେ. (ବାଲେଶ୍ୱର) ବି. (ସଂ. ବାହୁ+ବଳୟ) — ବାହିଖଡ଼ୁ (ଦେଖ) — Bāhikhaṟḍ̠u (See)
  • ପ୍ରାଦେ. (ବାଲେଶ୍ୱର) ବି. (ସଂ. ବାହୁ+ବଳୟ) — ବିମଳୀ ପାଣି ପାଖରେ ବସି ଆପଣା ହାତରେ ବାଇଶ ପାଳିଆ ପିତ୍ତଳ ବାହିବଳା xxx ମର୍ଦନ କରୁ କରୁ xxx ବତ୍କୃତା ଆରମ୍ଭ କରିଅଛି—ଫକୀରମୋହନ, ଛମାଣ ଆଠଗୁଣ୍ଠ।