ବାହାରିବା Bāhāribā
- ଦେ. କ୍ରି—(ସଂ. ବହିସ୍) — ବହିର୍ଗତ ହେବା — To come out
- ଦେ. କ୍ରି—(ସଂ. ବହିସ୍) — ବାହାରକୁ ବା ପଦାକୁ ଯିବା — To go out
- ଦେ. କ୍ରି—(ସଂ. ବହିସ୍) — (ଯଥା—ଚାରିଟାବେଳେ ସ୍କୁଲରୁ ଶିକ୍ଷକ ଓ ଛାତ୍ର ସମସ୍ତେ ବାହାରିଲେ ଘରେ ଚାବି ପଡ଼ିବ।)
- ଦେ. କ୍ରି—(ସଂ. ବହିସ୍) — ସ୍ଥାୟୀ ନ ହେବା — Not to stay
- ଦେ. କ୍ରି—(ସଂ. ବହିସ୍) — (ଯଥା—ତୋ କଥାଗୁଡ଼ା ମୋର ଏ କାନରେ ପଶି ସେ କାନରେ ବାହାରୁଛି।)
- ଦେ. କ୍ରି—(ସଂ. ବହିସ୍) — ଦୃଷ୍ଟିଗୋଚର ହେବା; ଦେଖାଯିବା; ଆବିର୍ଭୂତ ହେବା — To appear; to be seen
- ଦେ. କ୍ରି—(ସଂ. ବହିସ୍) — ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲେ—ଢଗ।
- ଦେ. କ୍ରି—(ସଂ. ବହିସ୍) — ସ୍ଥାନାନ୍ତରକୁ ଗତି କରିବାକୁ ଆରମ୍ଭ କରିବା; ଯାତ୍ରା— ପାଇଁ ଅନୁକୁଳ କରିବା — To start on a journey
- ଦେ. କ୍ରି—(ସଂ. ବହିସ୍) — (ଯଥା—ମୁଁ ଆଜି କଟକରୁ କଲିକତା ବାହାରିଲି।)
- ଦେ. କ୍ରି—(ସଂ. ବହିସ୍) — ପ୍ରକଟିତ ହେବା; ସାଧାରଣରେ ପ୍ରକାଶିତ ହେବା — To be published
- ଦେ. କ୍ରି—(ସଂ. ବହିସ୍) — (ଯଥା—ଭାଷାକୋଷର 5 ଗୋଟି ଖଣ୍ଡ ବାହାରିଲାଣି।) — (ଯଥା—ଭାଷାକୋଷର5ଗୋଟି ଖଣ୍ଡ ବାହାରିଲାଣି)
- ଦେ. କ୍ରି—(ସଂ. ବହିସ୍) — ଉଚ୍ଚାରିତ ହେବା — To be uttered