ବାହାରିଆ Bāhāriā

  • ବୈଦେ. ବିଣ—(ଫା. ବହାର୍) — ସୌନ୍ଦର୍ଯ୍ଯମୟ; ମନୋମୋହକର — Beautiful; charming
  • ବୈଦେ. ବିଣ—(ଫା. ବହାର୍) — ଜାକଜମକିଆ — Splendid; grand
  • ଦେ. ବିଣ. (ସଂ. ବହିସ୍) ବାହ୍ୟ — Outer; exterior