ବାହାରିଆ ପିଲା Bāhāriā pilā

  • ପ୍ରାଦେ. (ଗଡ଼ଜାତ) ବି — ଯେଉଁ ବାଳକ ଭୃତ୍ୟମାନେ ରାଜାଙ୍କ ଅନ୍ତଃପୁରକୁ ବାହାରକୁ ସଂବାଦ ନେବା ଆଣିବା କରନ୍ତି — Servant boys employed in carrying messages to and from a Raja's harem