ବାହାରି ଯିବା Bāhāri j̄ibā

  • ଦେ. କ୍ରି — ହୁଗୁଳି ଯିବା — To be loosened
  • ଦେ. କ୍ରି — ସ୍ଥାନ ଛାଡ଼ି ଚାଲି ଯିବା — To go away
  • ଦେ. କ୍ରି — ମୁଣ୍ଡ ବାଳ ଆଉଁସି ଯେ ଯାହା ଘରକୁ ବାହାରି ଗଲେ କଥା ନ କହି କାହାକୁ। କୃଷ୍ଣସିଂହ. ମହାଭାରତ ବନ।