ବାହାରି ପଡ଼ିବା Bāhāri paṟḍ̠ibā
- ଦେ. କ୍ରି — ଯାତ୍ରାର୍ଥ ଅନୁକୂଳ କରିବା — To start on a journey
- ଦେ. କ୍ରି — ମନକୁ ବା ଆପେ ଆପେ ପ୍ରକାଶିତ ହୋଇ ପଡ଼ିବା — To be expressed suddenly or of its own accord
- ଦେ. କ୍ରି — ସର୍ବସାଧାରଣରେ ପ୍ରକାଶିତ ହେବା — To be published or divulged
- ଦେ. କ୍ରି — [ଦ୍ର—ପଇସା ଥିବା ପର୍ଯ୍ୟନ୍ତ ଜିଲା କଂଗ୍ରେସ କମେଟିବାଲେ ଟୁଙ୍ଗ ଟୁଙ୍ଗ୍ ହେଉଥିଲେ; ଭାଗ ଯେଉଁଠୁଁ ସରିଲା ତହୁଁ ଅବସ୍ଥା ହେଲା କାପ୍ କାପ୍, ଆଉ ବାହାରି ପଡ଼ିଲା ସତକଥା—ଉତ୍କଳ ସେବକ।]