ବାହାର ସେବା Bāhāra sebā

  • ଦେ. ବି—(ସଂ. ବହିଃ+ସେବା) — ଦେବଦେବୀ ବିଗ୍ରହର ଛାମୁକୁ ନ ଯାଇ ଯେଉଁ ସେବା କରାଯାଏ (ଯଥା—ମନ୍ଦିର ବେଢ଼ା ଓଳାଇବା, ଘଣ୍ଟ, କାହାଳୀ ଆଦି ବଜାଇବା, ବାସନ ମାଜିବା, ଚନ୍ଦନ ଘୋରିବା) — The services which are performed outside the inner sanctuary of an Idol