ବାହାର ଭିତର Bāhāra bhitara
- ଦେ. ବି (ବିପରୀତାର୍ଥକ ସହଚର ଶବ୍ଦ; ସଂ. ବହିଃ; + ଅଭ୍ୟନ୍ତର) — ବହିର୍ଦେଶ ଓ ଅନ୍ତର୍ଦେଶ — Exterior
- ଦେ. ବି (ବିପରୀତାର୍ଥକ ସହଚର ଶବ୍ଦ; ସଂ. ବହିଃ; + ଅଭ୍ୟନ୍ତର) — ଦେହ ଓ ମନ — Body and mind
- ଦେ. ବି (ବିପରୀତାର୍ଥକ ସହଚର ଶବ୍ଦ; ସଂ. ବହିଃ; + ଅଭ୍ୟନ୍ତର) — ଗୋଳିଦେଲା ମୋର ବାହାର ଭିତର—କବିସୂର୍ଯ୍ୟ, କିଶୋରୀ ଚମ୍ପୂ ଗ ଗୀତ।
- ବିଣ — ବହିଃସ୍ଥ ଓ ଅନ୍ତରସ୍ଥ — Internal and external
- କ୍ରି. ବିଣ. — ବାହାରେ ଓ ଭିତରେ — In and out; externally and internally; in external appearance and in internal thoughts