ବାହାର ପୋଷାକ Bāhāra poshaka

  • ବୈଦେ. ବି — (ଫା. ବହାର୍) ସୁନ୍ଦର ଓ ଚକଚକିଆ ପୋଷାକ — Grand dress
  • ଦେ. ବି. (ସଂ. ବାହ୍ୟ) ଯେଉଁ ପୋଷାକ ପିନ୍ଧି ଲୋକ ବାହାରକୁ (କଚେରୀ ଆଦିକୁ) ଯାଏ — 1. A dress for use outside one's home
  • ଦେ. ବି. (ସଂ. ବାହ୍ୟ) ବହିର୍ବସ୍ତ୍ର — Outer garment