ବାହାର ଦୋଳ Bāhāra doḻa

  • ଦେ. ବି — ଦୋଳଯାତ୍ରାର ଯେଉଁ ସମୟରେ ଠାକୁରଙ୍କୁ ଘରୁ ବା ଦେଉଳରୁ ବାହାରକୁ ଅଣାଯାଇ ଯାତ୍ରା କରାଯାଏ — The period of the Doḻa j̄ātrā festival during which the Idol is brought out of the temple and passes the time of the festival outside the temple