ବାହାନ Bāhāna

  • ଗ୍ରା. ବି. (ସଂ. ବାହନ) — ଯାନ — Conveyance
  • ଗ୍ରା. ବି. (ସଂ. ବାହନ) — ଯେ ଯାହାର ବାହାନମାନଙ୍କୁ ଚଢ଼ିଲେ। କୃଷ୍ଣସିଂହ, ମହାଭାରତ ଆଦି।
  • ଗ୍ରା. ବି. (ସଂ. ବାହନ) — ଭାରବାହୀ ପଶୁ — An animal which carries loads or persons
  • ଗ୍ରା. ବି. (ସଂ. ବାହନ) — (ଲକ୍ଷଣାର୍ଥ) ବାହାନ ପରି ସର୍ବଦା ସଙ୍ଗରେ ଥିବା ବ୍ୟକ୍ତି — (figurative) A dependent or constant follower of a person