ବାହାଦୁରି ପଣ Bāhāduri paṇa
- ଦେ. ବି. — ବୀରତ୍ୱ — Heroism
- ଦେ. ବି. — ସାହସିକତା — Valour; bravery
- ଦେ. ବି. — ପୌରୁଷ; ପୁରୁଷତା — Chivalry
- ଦେ. ବି. — ନୈପୁଣ୍ୟ; ଦକ୍ଷତା — Cleverness
- ଦେ. ବି. — ଶ୍ରେଷ୍ଠତା; ଉତ୍କର୍ଷ; ତାରିଫ୍ — Excellece
- ଦେ. ବି. — ପୌରୁଷ ପ୍ରଶଂସା — Praise
- ଦେ. ବି. — ପ୍ରଶଂସାଗାନ — Eulogy
- ଦେ. ବି. — ବିଶେଷତ୍ୱ — Peculiarity