ବାହାନ ପତି Bāhāna pati

  • ସଂ. ବି. (ସଂ. ବାହିନୀ ପତି= ସେନାପତି) — ବ୍ରାହ୍ମଣମାନଙ୍କର ରାଜଦତ୍ତ ଉପାଧିବିଶେଷ — An honorific title given to Brāhmaṇas
  • ସଂ. ବି. (ସଂ. ବାହିନୀ ପତି= ସେନାପତି) — [ଦ୍ର—ପୂର୍ବେ ରାଜପ୍ରଦତ୍ତ ବାହିନୀ ପତି ଉପାଧି କ୍ରମଶଃ ବଂଶାନୁଗତ ଉପାଧିରେ ପରିଣତ ହୋଇଅଛି।]