ବାହାଜୋରୀ Bāhājori

  • ଦେ. ବି—(ସଂ. ବାହୁ+ଫା. ଜୋର୍) — ବାହୁର ବଳ — The power of one's arms
  • ଦେ. ବି—(ସଂ. ବାହୁ+ଫା. ଜୋର୍) — ଶାରିରୀକ ଶକ୍ତି — Physical strength
  • ଦେ. ବି—(ସଂ. ବାହୁ+ଫା. ଜୋର୍) — ବରାଜୋରୀ; ଜବରଦସ୍ତି — Coercion