ବାହା ଦଣ୍ଡା କରି ଟେକି ନେବା Bāhā dāṇḍā kariṭekinebā
- ଦେ. କ୍ରି — କୌଣସି ବ୍ୟକ୍ତିର ଦୁଇ ବାହାକୁ ଧରି ଉଠାଇ ନେବା — To carry a person by lifting him up by the arms
- ଦେ. କ୍ରି — ଦୁଇଜଣ ବ୍ୟକ୍ତି ପରସ୍ପରର ବାହୁ ଦ୍ୱୟକୁ ସିଧାଭାବରେ ଛନ୍ଦି କରି କୌଣସି ଭାରି ବସ୍ତୁକୁ ଉଠାଇବା — (two persons) To lift up a very heavy thing with the help of their extended arms twined with each other