ବାସୁ Bāsu
- ସଂ. ବି—(ବସ୍ ଧାତୁ=ବାସ କରିବା+କର୍ତ୍ତୃ. ଉ) — (ସର୍ବବ୍ୟାପକ) ବିଷ୍ଣୁ — Bishṇu
- ସଂ. ବି—(ବସ୍ ଧାତୁ=ବାସ କରିବା+କର୍ତ୍ତୃ. ଉ) — ପୁନର୍ବସୁ ନକ୍ଷତ୍ର — The 7th asterism in hindu astronomy
- ସଂ. ବି—(ବସ୍ ଧାତୁ=ବାସ କରିବା+କର୍ତ୍ତୃ. ଉ) — ପରମାତ୍ମା — The Holy spirit; the Spirit perveding the whole universe
- ଦେ. ବି. (ଆଦରାର୍ଥକ) ବାସୁଦେବର ଡାକ ନାମ — Name for calling Bāsudeba