ବାସିଷ୍ଠ Bāsishṭha

  • ସଂ. ବିଣ—(ବଶିଷ୍ଠ+ସମ୍ବନ୍ଧ ବା କୃତ ଅର୍ଥରେ+ଅ) — ବଶିଷ୍ଠ ଋଷି ସମ୍ବନ୍ଧୀୟ — Relating. to sage Basishṭha
  • ସଂ. ବିଣ—(ବଶିଷ୍ଠ+ସମ୍ବନ୍ଧ ବା କୃତ ଅର୍ଥରେ+ଅ) — ବଶିଷ୍ଠ ଗୋତ୍ରୀୟ — Born in the family of Basishṭha
  • ସଂ. ବିଣ—(ବଶିଷ୍ଠ+ସମ୍ବନ୍ଧ ବା କୃତ ଅର୍ଥରେ+ଅ) — ବଶିଷ୍ଠପ୍ରଣୀତ — Made by Basishṭh
  • ବି — ବଶିଷ୍ଠ ପ୍ରଣୀତ ଯୋଗଶାସ୍ତ୍ର — A book on J̄oga by Basishṭha
  • ବି — ବଶିଷ୍ଠଙ୍କ ପୁତ୍ର — Son of Bashishṭha
  • ବି — ରୁଧିର; ରକ୍ତ (ହି.ଶ) — Blood