ବାସୁଦେବ ରଥ Bāsudeba ratha
- ଦେ. ବି. (ନାମ) — ଜନୈକ ଉତ୍କଳୀୟ ବ୍ରାହ୍ମଣ — Name of a Brāhmaṇa
- ଦେ. ବି. (ନାମ) — [ଦ୍ର—ଏ ଉତ୍କଳର କେଶରୀବଂଶର ଶେଷ ରାଜା ସୁବର୍ଣ୍ଣ— କେଶରୀଙ୍କର ମନ୍ତ୍ରୀ ଥଲେ। ପରେ ତାହାଙ୍ଗ ସଙ୍ଗେ ବିବାଦ ହେବାରୁ ସେ ଦକ୍ଷିଣ ରାଜ୍ୟକୁ ଯାଇ ଚୋରଗଙ୍ଗଙ୍କୁ ଉତ୍କଳ ସିଂହାସନରେ ବସାଇବାର ଚେଷ୍ଟା କରିଥିଲେ। ଏ 'ଗଙ୍ଗାବଂଶାନୁଚରିତ' ନାମରେ ଖଣ୍ଡିଏ ଚମ୍ପୂ କାବ୍ୟ ସଂସ୍କୃତ ଭାଷାରେ ଲେଖିଥିଲେ—ଜଗବନ୍ଧୁ ପ୍ରାଚୀନ ଉତ୍କଳ।]