ବାସିବା Bāsibā

  • ଦେ. କ୍ରି (ସଂ. ବାସ୍ ଧାତୁ) — ସୁବାସିତ ହେବା — To get scented
  • ଦେ. କ୍ରି (ସଂ. ବାସ୍ ଧାତୁ) — ନୋହିଲେ କିପାଁ ଶ୍ୱାସ ପବନଟି ବାସେ, କୃଷ୍ଣସିଂହ. ମହାଭାରତ, ବନ।
  • ଦେ. କ୍ରି (ସଂ. ବାସ୍ ଧାତୁ) — (ଶୁଭବାଚନ) ଗନ୍ଧାଇବା — To emit a bad smell