ବାସି ରହିବା Bāsi rahibā
- ଦେ. କ୍ରି — (କୌଣସି ସଦ୍ୟ ପଦାର୍ଥ ବା ଖାଦ୍ୟ)— ପରଦିନ ପର୍ଯ୍ୟନ୍ତ ବଳି ପଡ଼ିବା — (any fresh food) To remain over for the next day
- ଦେ. କ୍ରି — ବାସି ରହିବାକୁ ନାହିଁ, କି କୁତା ଖାଇବାକୁ ନାହିଁ—ଢଗ
- ଦେ. କ୍ରି — (ସଦ୍ୟପଦାର୍ଥ) ପର୍ଯ୍ୟୁସିତ ହେବା; ମଉଳିଯିବା — To become stale; to wither
- ଦେ. କ୍ରି — ସଜଫୁଲ ବାସିହେଲେ ନାହିଁ ମଜାରେ—ଗୀତ।