ବାସି ମଡ଼ା Bāsi maṟḍ̠ā

  • ଦେ. ବି — ଯେଉଁ ମୃତ ଦେହ ମରିବା ଦିନ ଗୃହରୁ ଶ୍ମଶାନକୁ ନୀତ ହୋଇ ନ ଥାଏ — A corpse not removed to the cremation or burial ground on the very day of death