ବାସି ମଦୁଆ Bāsi maduā

  • ଦେ. ବିଣ — ପୂର୍ବଦିନ ମଦ ଖାଇଥିବା ଯେଉଁ ବ୍ୟକ୍ତିର ନିଶା ପରଦିନକୁ ସମ୍ପୂର୍ଣ୍ଣରୂପେ ଛାଡ଼ି ନ ଥାଏ — A drunkard still suffering from the effects of yesterday's drink