ବାସି ନିଶା Bāsi niṡā

  • ଦେ. ବି — ପୂର୍ବଦିନ ଖାଇଥିବା ମାଦକ ଦ୍ରବ୍ୟର ପରଦିନ ପର୍ଯ୍ୟନ୍ତ ଅନୁଭୂତ ହେଉଥିବା ନିଶା ବା ମାଦକତା — The remaining or after effect of yesterday's intoxicating thing