ବାସି ଚନ୍ଦନ Bāsi chandana

  • ଦେ. ବି — ପୂର୍ବ ଦିବସରୁ ଘୋରା ଯାଇଥିବା ଚନ୍ଦନ — Sandal paste prepared on the previous day
  • ଦେ. ବି — (ସଂ. ବାସଚନ୍ଦନ) ଅଗୁରୁ ବା ଉତ୍କୃଷ୍ଟ ଚନ୍ଦନ — Excellent or genuine sandal wood