ବାସି ଖିରିପିଠା Bāsi khiripiṭhā
- ଦେ. ବି — ବିବାହ ଆଦି ଉତ୍ସବର ବାସି ବା ପରବର୍ତ୍ତୀ ଦିବସରେ ଗୃହସ୍ୱାମୀଙ୍କର ବନ୍ଧୁବାନ୍ଧବ— ମାନଙ୍କୁ ଦେବା ଭୋଜୀ — Feast given to friends on the next day of a family festival.2 ଉତ୍ସବାଦିରେ ପ୍ରସ୍ତୁତ ମିଷ୍ଟାନ୍ନାଦି ମଧ୍ୟରୁ ପରଦିନକୁ ବଳି ପଡ଼ିଥିବା ପଦାର୍ଥ—2. Food which remains over to the next day of a festival
- ଦେ. ବି — ପର୍ଯ୍ଯୁସିତ ମିଷ୍ଟାନ୍ନାଦି — Stale sweetmeat