ବାସି ଆଡ଼ତି Bāsi āṟḍ̠ati

  • ଦେ. ବି — ଭୋର୍ରୁ ଉଠି ଯେଉଁସବୁ ଗୃହକର୍ମ କରାଯାଏ — Menial works of the household, such as cleansing; sweeping, scouring etc, which are done first early in the morning
  • ଦେ. ବି — ସାରି ବାସିକାମ ସାତ ପାଞ୍ଚ ମିଳି ବଧୁମାନେ ସ୍ନାନେ— ନନ୍ଦକିଶୋର. ନିର୍ଝରିଣୀ।