ବାସନ୍ତି Bāsanti

  • ଦେ. ବିଣ — ମନୋନୀତ — Selected; choice
  • ଦେ. ବିଣ — ଭଲ ପାଉଥିବା; ସ୍ନେହ କରୁଥିବା — Loving
  • ଦେ. ବିଣ — ବାସନ୍ତି ଆଳି ବାସନ୍ତି ଆଳିପରି ଗୁନ୍ଥିବି ତୋଳି ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ।
  • ପ୍ରାଦେ. (ଗଡ଼ଜାତ) ବି — ବାସନାଯୁକ୍ତ ଔଷଧରେ ବ୍ୟବହୃତ ବନ୍ୟ ଗୁଳ୍ମ ବିଶେଷ — A kind of shrub used in scenting medicines