ବାସନା Bāsanā

  • ସଂ. ବି. (ବାସ୍ ଧାତୁ+ଭାବ. ଅନ+ସ୍ତ୍ରୀ ଆ) — ପ୍ରତ୍ୟାଶା — Hope or desire in return
  • ସଂ. ବି. (ବାସ୍ ଧାତୁ+ଭାବ. ଅନ+ସ୍ତ୍ରୀ ଆ) — ଲାଳସା — Hankering; passion for anything
  • ସଂ. ବି. (ବାସ୍ ଧାତୁ+ଭାବ. ଅନ+ସ୍ତ୍ରୀ ଆ) — କାମନା; ଅଭିଳାଷ; ବାଞ୍ଛା — Desire; inclination; wish
  • ସଂ. ବି. (ବାସ୍ ଧାତୁ+ଭାବ. ଅନ+ସ୍ତ୍ରୀ ଆ) — ପୂର୍ବେ ଜନ୍ମର ସଂସ୍କାର; ମନୁଷ୍ୟ ପୂର୍ବ ଜନ୍ମରେ ମନରେ ଯେଉଁ ସବୁ ଭୋଗ କରିବାକୁ ଆଶା କରିଥାଏ — Desires or hankerings entertained by a person in a previous existence
  • ସଂ. ବି. (ବାସ୍ ଧାତୁ+ଭାବ. ଅନ+ସ୍ତ୍ରୀ ଆ) — ଜ୍ଞାନ — Knowledge
  • ସଂ. ବି. (ବାସ୍ ଧାତୁ+ଭାବ. ଅନ+ସ୍ତ୍ରୀ ଆ) — ଯୁକ୍ତି — Argument
  • ସଂ. ବି. (ବାସ୍ ଧାତୁ+ଭାବ. ଅନ+ସ୍ତ୍ରୀ ଆ) — ଦୁର୍ଗା — Goddess Durgā
  • ସଂ. ବି. (ବାସ୍ ଧାତୁ+ଭାବ. ଅନ+ସ୍ତ୍ରୀ ଆ) — (ଜ୍ୟୋତିଷ) ଗ୍ରହସ୍ପଷ୍ଟୀକରଣୋପଯୋଗୀ ସଂସ୍କାର— ବିଶେଷ — (astrology) A process or ritual for ascertaining the position of planets
  • ଦେ. ବି — ବାସ; ଗନ୍ଧ — Smell; scent
  • ଦେ. ବି — ସୁବାସ; ସୁଗନ୍ଧ — Sweet smell
  • ଦେ. ବି — (ଲକ୍ଷଣାର୍ଥ) କୌଣସି ବିଷୟର ସାମାନ୍ୟ ମାତ୍ରା ଗନ୍ଧ; ଗନ୍ଧ ସମ୍ବନ୍ଧ; ଅନୁଭୂତ — (allegorical) Scent of a matter
  • ଦେ. ବି — (ଯଥା—ସାଆନ୍ତ 500 ଲୋକଙ୍କୁ ଖିରି ପିଠା ବାଣ୍ଟିଲେ, ମୁଁ ତାର ବାସନା ସୁଦ୍ଧା ପାଇଲି ନାହିଁ।) — (ଯଥା—ସାଆନ୍ତ500ଲୋକଙ୍କୁ ଖିରି ପିଠା ବାଣ୍ଟିଲେ, ମୁଁ ତାର ବାସନା ସୁଦ୍ଧା ପାଇଲି ନାହିଁ)