ବାସନ ବଦଳାଇବା Bāsana badaḻāibā

  • ଦେ. କ୍ରି — କାରିଗରକୁ ଆପଣାର ପୁରୁଣା ଭଙ୍ଗା ବାସନ ଦେଇ ତତ୍ ପରିବର୍ତ୍ତରେ ନୂଆ ବାସନ ଆଣିବା — To exchange old utensils for new ones;
  • ଦେ. କ୍ରି — [ଦ୍ର—ସମ ପରିମାଣରେ ପୁରୁଣା ଓ ଭଙ୍ଗା ବାସନ ପରି— ବର୍ତ୍ତରେ ସମ ପରିମିତ ନୂତନ ବାସନ ବଦଳାଇଲେ ନୂଆ ବାସନର ଓଜନ ଉପରେ କାରିଗରର ମଜୁରି ଯାହା ଦେବାକୁ ପଡ଼େ ତାକୁ କରମୂଲ (ବଂ. ବାନୀ) ବୋଲାଯାଏ।]